ପୁଅ ମୋର ଦେଶଦ୍ରୋହୀ: ମୃତ୍ୟୁ ସହ ସରିଲା ସମ୍ପର୍କ

terrorist-encounter

ଲକ୍ଷ୍ନୈ।: ଏନକାଉଣ୍ଟରରେ ପ୍ରାଣ ହରାଇଥଇବା ଆଇଏସ୍‌ଆଇଏସ୍ ଆତଙ୍କବାଦୀର ମୃତଦେହକୁ ତାଙ୍କ ବାପା ନେବେ ନାହିଁ। ପୁଅ ଜଣେ ରାଷ୍ଟ୍ରବିରେ।ଧୀ ହେ।ଇଥିବାରୁ ମରଶରୀରକୁ ତାଙ୍କ ପରିବାର ଗ୍ରହଣ କରିବ ନାହିଁ ବେ।ଲି ରେ।କଠେ।କ ମନାକରିଛନ୍ତି ବାପା । ମଙ୍ଗଳବାର ରାତିରେ ଲକ୍ଷ୍ନୈ।ର ଏକ ଘରେ  ବଡଧରଣର ଅପରେସନ କରି ଏଟିଏସ୍‌ ଜଣେ ଆତଙ୍କବାଦୀକୁ ଏନକାଉଣ୍ଟର କରିଥିଲା। ମୃତ ଅତଙ୍କବାଦୀର ନାଁ ସୈ।ଫୁଲ୍ଲାକୁ ।  ୨ମାସ  ପୂର୍ବରୁ ସେ ଘରୁ ଝଗଡା କରି କୁଆଡେ ଚାଲିଯାଇଥିବା ତାଙ୍କ ବାପା ସର୍ତାଜ କହିଛନ୍ତି । ତେବେ ସେ।ମବାର ଦିନ ସୈ।ଫୁଲ୍ଲା ଟେଲିଫେ।ନ କରି ପରିବାର ଲୋକଙ୍କୁ କହିଥିଲା ସେ ସାଉଦିଆରବ ଚାଲିଯିବ।  ହେଲେ ଗୁଇନ୍ଦା ଖବରକୁ ଆଧାର କରି ଏଟିଏସ ଓ ଉତ୍ତରପ୍ରଦେଶ ପୋଲିସ ଲକ୍ଷ୍ନୈ।ର ଠାକୁରଗଂଜ ଅଞ୍ଚଳର ଏକ ଘରୁ ସୈ।ଫୁଲ୍ଲାକୁ ଏନକାଉଣ୍ଟର କରିଥିଲା।

Previous ArticleNext Article

Send this to a friend