ଇଭିଏମ୍‌ ପ୍ରତି ଅହେତୁକ ଅବିଶ୍ୱାସ ଗଣତନ୍ତ୍ର ପାଇଁ କ୍ଷତିକାରକ: ବୈଜୟନ୍ତ

MP

ଭୁବନେଶ୍ୱର: ଇଭିଏମ୍‌ ପ୍ରତି ଅବିଶ୍ୱସନୀୟତାକୁ ସାଂସଦ ବୈଜୟନ୍ତ ପଣ୍ଡା ନାପସନ୍ଦ କରିଛନ୍ତି। ଟ୍ୱିଟ୍ ଜରିଆରେ ବୈଜୟନ୍ତ କହିଛନ୍ତି,“ ଇଭିଏମ୍ ପ୍ରତି ଅହେତୁକ ଅବିଶ୍ୱସନୀୟତା ଗଣତନ୍ତ୍ର ପାଇଁ କ୍ଷତିକାରକ। ପୂର୍ବରୁ ଇଭିଏମ୍‌ର ପରୀକ୍ଷଣ ହୋଇଛି। ବାଲଟ୍‌ ପେପରକୁ ମତଦାତା ଦେଖିପାରିବାର ଆଶଙ୍କା ଥିଲା।  ଇଭିଏମ୍‌ ଉପରେ ଅନିଶ୍ଚିତତାର ପ୍ରଶ୍ନ ଉଠୁ ନାହିଁ।”

ଗତକାଲି ଗୁଜରାଟ ନିର୍ବାଚନ ଫଳାଫଳ ପରେ କିଛି ବିରୋଧୀ ନେତାଙ୍କ ସମେତ ପଟିଦାର ନେତା ହାର୍ଦ୍ଦିକ ପଟେଲ ରାଜ୍ୟ ସରକାରଙ୍କ ବିରୋଧରେ ଇିଭିଏମ୍ ଟାମ୍ପରିଂ ଅଭିଯୋଗ ଆଣିଥିଲେ।

Previous ArticleNext Article

Send this to a friend