ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

balasore

ବାଲେଶ୍ୱର: ମଲ୍ଲିକାଶପୁରର ଏକ ଘରୋଇ କଲେଜ ପରିସରରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଯୁବକ ଜଣଙ୍କ ସମର କୋର୍ସ କରିବାକୁ ଆସିଥିଲେ। ତାଙ୍କ ଘର ରୁପସାରେ।

Previous ArticleNext Article

Send this to a friend