ରାସ୍ତା କଡ଼ରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର

jalaswara

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତାର ବାଟଗ୍ରାମ ଛକ ନିକଟରୁ ଏକ ନବଜାତ ଶିଶୁପୁତ୍ରର ମୃତଦେହ ଆଜି ପୋଲସ ଉଦ୍ଧାର କରିଛି। ଶିଶୁର ପିତାମାତାଙ୍କ ନାମ ଜଣାପଡ଼ି ନ ଥିବା ବେଳେ ଗୋଡ଼ରେ ଲାଗିଥିବା କାଗଜ ଷ୍ଟିକରରେ ରୀନାରାଣୀ ବେହେରା ଲେଖାଯାଇଛି। ପୋଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ଆଜି ସକାଳେ ସ୍ଥାନୀୟ ବାସିନ୍ଦା ମନୋଜ କୁମାର ପ୍ରଧାନ ଚା’ ପିଇବାକୁ ଯାଉଥିବା ବେଳେ ମୃତ ଶିଶୁଟିକୁ ଦେଖି ପୋଲିସକୁ ଖବର ଦେଇଥିଲେ।

Previous ArticleNext Article

Send this to a friend