ଜେଇ ମୀନକେତନ ରଥଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

vigilance

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଡେଲାଙ୍ଗ କନିଷ୍ଠ ଯନ୍ତ୍ରୀ ମୀନକେତନ ରଥଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ମୀନ କେତନଙ୍କ ଖୋର୍ଦ୍ଧା ସ୍ଥିତ ବାସଭବନ ସହ ଅଫିସ ଓ ସମ୍ପର୍କୀୟଙ୍କ ଘରେ ମଧ୍ୟ ଏହି ଚଢ଼ାଉ ଜାରି ରହିଛି।

 

Previous ArticleNext Article

Send this to a friend