ଅଭିମନ୍ୟୁ ଦାସ ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ଗିରଫ

arrest

ଯାଜପୁର: ବିଜେପି ନେତା ଅଭିମନ୍ୟୁ ଦାସ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି।  ତାଙ୍କ ନାଁ ପୂର୍ଣ୍ଣଚନ୍ଦ୍ର ସାହୁ ଓରଫ ପୁନିଆ। ଛତିଆରୁ ବିଂଝାରପୁର ପୋଲିସ ପୁନିଆକୁ ଗିରଫ କରିଛି। ସେ ବିଜେପି ଓବିସି ମୋର୍ଚ୍ଚାର ବିଂଝାରପୁର ବ୍ଲକ ସଭାପତି ଥିଲେ।  ସିଂହପୁର ଗାଁର ଅଭିମନ୍ୟୁଙ୍କୁ କିଛି ଦିନ ତଳେ ବୋମାମାଡ କରି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା।

Previous ArticleNext Article

Send this to a friend