ସାରା ଓଡ଼ିଶାକୁ ଆଚ୍ଛାଦିତ କଲା ଘନ କୁହୁଡ଼ି

nnn

ଭୁବନେଶ୍ୱର: ବର୍ଷା ଗଲା ପରେ ଏବେ ରାଜ୍ୟରେ କୁହୁଡ଼ି ପ୍ରଭାବ। ସୁନ୍ଦରଗଡ଼ ଓ ବଣାଇରେ କୁହୁଡ଼ି ଏଭଳି ଆଚ୍ଛାଦିତ କରି ରଖୁଛି ଯେ ମାତ୍ର ଦଶ ହାତ ଦୂରରୁ ବି କିଛି ଦେଖାଯାଉନି। ସକାଳ ୯ଟା ପର୍ଯ୍ୟନ୍ତ ପରିବେଶ ଏଭଳି ରହୁଛି। ଫଳରେ ସକାଳୁ ସକାଳୁ ଗାଡ଼ି ଚଲାଇବା କଷ୍ଟକର ହୋଇପଡ଼ୁଛି। ଏଭଳି ସ୍ଥିତିରେ ଦୁର୍ଘଟଣା ଆଶଙ୍କାକୁ ମଧ୍ୟ ଏଡ଼ାଇ ହେବନି।

ରାଜଧାନୀ ସମେତ ସାରା ଓଡ଼ିଶାରେ ମଧ୍ୟ ସମାନ ପରିସ୍ଥିତି ଦେଖାଦେଇଛି।

Previous ArticleNext Article

Send this to a friend