ଗୋରୁ ବୋଝେଇ ଟ୍ରକ୍‌ ଜବତ; ୫୦ଉଦ୍ଧାର

nn

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଗୋରିପଡ଼ା ଟୋଲଗେଟ୍ ନିକଟରେ ବେଆଇନ ଚାଲାଣ ହେଉଥିବା ଗୋରୁ ବୋଝେଇ ଟ୍ରକକୁ ଜବତ କରିଛି ପୋଲିସ। ଟ୍ରକ୍‌ରେ ଥିବା ୫୦ରୁ ଅଧିକ ଗୋରୁକୁ ଉଦ୍ଧାର କରାଯାଇଛି। ଏହି ଘଟଣାରେ ପୋଲିସ୍‌ ଡ୍ରାଇଭରକୁ ଅଟକ ରଖିଛି।

ସ୍ଥାନୀୟ ଲୋକ ଟ୍ରକକୁ ଅଟକାଇ ପୋଲିସରେ ଜିମା ଦେଇଥିଲେ।  ଅତି ଅମାନୁଷିକ ଭାବେ ଟ୍ରକରେ ଗୋରୁଗୁଡ଼ିକୁ ଚାଲାଣ କରାଯାଉଥିବା ଦେଖି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା।  ପୋଲିସ୍‌ ଘଟଣାର ତଦନ୍ତ କରୁଛି।

Previous ArticleNext Article

Send this to a friend