ଲାଞ୍ଚ ହେଲା କାଳ: ବନ୍ଧା ହେଲେ ତହସିଲଦାର

nn

ଉଦଳା(ଓଡ଼ିଶା ରିପୋର୍ଟର): ଲାଞ୍ଚ ହେଲା କାଳ। ଭିଜିଲାନ୍ସ ହାତରେ ଧରାପଡ଼ିଲେ ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ତହସିଲଦାର। ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ କପ୍ତିପଦାର ତହସିଲଦାର ଶରତ ଚନ୍ଦ୍ର ମଲ୍ଲିକଙ୍କୁ ଭିଜିଲାନ୍ସ ଗିରଫ କରିଛି।

ସୂଚନା ଅନୁସାରେ, ବାଲି ଚୋରା ଚାଲାଣକାରୀଠାରୁ ଶରତ ୧ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଭିଜିଲାନ୍ସକୁ ଜାଣିବାକୁ ପାଇଥିଲା। ଶରତ ଉଦଳା ମେଣ୍ଡାଖାଇ ସ୍ଥିତ ଭଡ଼ା ଘରେ ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଅଧିକାରୀ ଗିରଫ କରିଥିଲେ।

 

 

Previous ArticleNext Article

Send this to a friend