କେନ୍ଦ୍ରାପଡ଼ା: ଜଣିପଡ଼ା ମଦ୍ରାସାରୁ ନିଖୋଜ ୪ ଛାତ୍ର ଜଗତପୁରରୁ ଉଦ୍ଧାର

kenfra

କେନ୍ଦ୍ରାପଡ଼ା:  କେନ୍ଦ୍ରାପଡ଼ା ଜଣିପଡ଼ା ମଦ୍ରାସାରୁ ୪ ଜଣ ନିଖୋଜ ଛାତ୍ରଙ୍କୁ ଆଜି କଟକ ଜଗତପୁରରୁ ଉଦ୍ଧାର କରାଯାଇଛି। ଜଗତପୁରର କିଛି ସ୍ଥାନୀୟ ଲୋକେ ଏହି ୪ ଜଣ ଛାତ୍ରଙ୍କୁ ପୋଲିସ୍‌ ଜିମାରେ ଦେଇଛନ୍ତି। ସମସ୍ତ ଛାତ୍ରଙ୍କ ଘର ଝାରଖଣ୍ଡରେ।

ଜଗତପୁର ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିବା ସହ କଣିପଡ଼ା ମାଦ୍ରାସା ମୌଲିବିଙ୍କୁ ପୋଲିସ୍‌ ପଚରାଉଚରା କରୁଛି।

ଛାତ୍ରମାନଙ୍କୁ ପାଠପଢ଼ିବାକୁ କୁହାଯିବାରୁ ସେମାନେ ସେଠାରୁ ଖସି ପଳାଇ ଆସିଥିବା ମୌଲବି କହିଛନ୍ତି।

Previous ArticleNext Article

Send this to a friend