୩ କୋଟି ଟଙ୍କା ଠକି ଲେଡି ବିଲଡ୍‌ର ଗିରଫ , ଆଗରୁ ସ୍ୱାମୀ ବି ଭିତରକୁ ଯାଇଥିଲେ  

lady builder-1

ଭୁବନେଶ୍ୱର: ଠକେଇ ଅଭିଯୋଗରେ ଭୁବନେଶ୍ୱରରେ ମହିଳା ବିଲଡ୍‌ର  ଗିରଫ ।  ଅରୁନ୍ଧତି ଇନ୍‌ଫ୍ର ଟେକ୍ ନିର୍ଦ୍ଦେଶିକା ନିରୁପମା ସୁନ୍ଦରାୟଙ୍କୁ ଗିରଫ କରିଛି ଭୁବନେଶ୍ୱର କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଇଓଡବ୍ଲ୍ୟ। ଏହି ସଂସ୍ଥା ବିରୋଧରେ ୨୫୦ ଜଣ ଲୋକଙ୍କୁ ପ୍ଲଟ, ଫ୍ଲାଟ ଯୋଗାଇବା ନାଁରେ ୩ କୋଟି ଠକେଇ ଅଭିଯୋଗ ହୋଇଥିଲା।   ଏହି ମାମଲାରେ ପୂର୍ବରୁ ସଂସ୍ଥାର ଏମ୍‌ଡି ତଥା ଆଜି ଗିରଫ ହୋଇଥିବା ନିରୁପମାଙ୍କ ସ୍ୱାମୀଙ୍କ ଅଶୋକ ସୁନ୍ଦରାୟଙ୍କୁ ମଧ୍ୟ ଗିରଫ କରିଥିଲା ଇଓଡବ୍ଲ୍ୟ।

Previous ArticleNext Article

Send this to a friend