ନନ୍ଦନକାନନରେ ଏକ କଲରାପତରିଆ ବାଘର ମୃତ୍ୟୁ

nandankanan

ଭୁବନେଶ୍ୱର: ନନ୍ଦନକାନନରେ ଏକ କଲରାପତରିଆ ବାଘର ମୃତ୍ୟୁ ଘଟିଛି।  ଆଜି ସକାଳ ପ୍ରାୟ ୫ଟାରେ ବାଘର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତ ବାଘର ବୟସ ୮ବର୍ଷ ହେବ।

୨୦୧୩ ମସିହାରେ ଏହି ବାଘକୁ ଗୁଜରାଟରୁ ନନ୍ଦନକାନନ ଅଣାଯାଇଥିଲା।  ତେବେ ବାଘ ମୃତ୍ୟୁର ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ିନାହିଁ।

 

Previous ArticleNext Article

Send this to a friend