୧୦ଫୁଟର ଅହିରାଜ ସାପ ଉଦ୍ଧାର

snake

ନୟାଗଡ଼: ନୟାଗଡ଼ ଜିଲ୍ଲା ଗୁଡ଼ୁପାଙ୍ଗିରୁ ୧୦ଫୁଟର ଅହିରାଜ ସାପ ଉଦ୍ଧାର କରାଯାଇଛି। ସ୍ନେକ୍‌ ହେଲ୍ପ ଲାଇନ ସଦସ୍ୟ ସାପଟିକୁ ଉଦ୍ଧାର କରିଛନ୍ତି। ଉଦ୍ଧାର ପରେ ସାପଟିକୁ ବନ ବିଭାଗ ସହାୟତାରେ ଜଙ୍ଗଲରେ ଛାଡ଼ି ଦିଆଯାଇଛି।

Previous ArticleNext Article

Send this to a friend