ଆସନ୍ତାକାଲି ଖୋଲା ରହିବ ପୋଷ୍ଟ୍‌ ଅଫିସ୍‌

post

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟର ସମସ୍ତ ମୁଖ୍ୟ ଓ ଉପ ଡାକଘର ଖୋଲା ରହିବ। ୫୦୦ ଓ ୧୦୦୦ ଟଙ୍କା ନୋଟ୍ ଅଚଳ ହୋଇଯିବା ପରେ ଉପୁଜିଥିବା ସ୍ଥିତିର ମୁକାବିଲା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଟଙ୍କା ଦେଣନେଣରେ ଲୋକଙ୍କ ସୁବିଧା ପାଇଁ ଛୁଟି ବାତିଲ କରାଯାଇଛି। ପୂର୍ବରୁ ଆସନ୍ତାକାଲି ଛୁଟି ଘୋଷଣା କରାଯାଇଥିଲା।

Previous ArticleNext Article

Send this to a friend