ଦୁଇଟି କାର୍‌ ମୁହାଁମୁହିଁ ଧକ୍କା: ୨ ମୃତ

accident

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମ୍ମୁଖରେ ଦୁଇଟି କାର୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି।  ମୃତକ ମାନେ ହେଲେ ଖୋର୍ଦ୍ଧା  ମୁକୁନ୍ଦପ୍ରସାଦର  ମହମ୍ମଦ ଅଖତର ହୁସେନ୍ ଓ ମହାରାଷ୍ଟ୍ରର ଆୟୁବ ଖାଁ।

ଟାଉନ ଥାନା ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି  ମୃତଦେହ ଉଦ୍ଧାର କରିବା ସହ ବ୍ୟବଛେଦ ପାଇଁ  ପଠାଯାଇଛି।

Previous ArticleNext Article

Send this to a friend