ଜମୁଛି ବାଲୁକା କଳା ଉତ୍ସବ: ମୁଖ୍ୟ ଆକର୍ଷଣ ଥିଲା ‘ଏଥନିକ୍ ହେରିଟେଜ୍’

konark

କୋଣାର୍କ: ଚନ୍ଦ୍ରଭାଗା ବେଳାଭୂମିରେ ଜମୁଛି ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ।  ଚତୁର୍ଥ ଦିନରେ ‘ଏଥନିକ୍ ହେରିଟେଜ୍’ ଉପରେ ବାଲୁକା କଳା ପ୍ରଦର୍ଶିତ ହୋଇଥିଲା।  ଦେଶ ବିଦେଶର ଅନେକ ବାଲୁକାଶିଳ୍ପୀ ସେମାନଙ୍କର ନିପୁଣତା ପ୍ରଦର୍ଶନ କରିଥିଲେ।  ସଭ୍ୟତାର ବଂଶାନୁକ୍ରମିକ ଐତିହ୍ୟ, ସଂସ୍କୃତି, କଳା ଓ ପରମ୍ପରାରେ ଘଟୁଥିବା ବିବର୍ତ୍ତନକୁ ବାଲୁକାକଳାରେ ପ୍ରଦର୍ଶିତ କରିଥିଲେ ଶିଳ୍ପୀ।

ଗତକାଲି ବହୁ ସଂଖ୍ୟାରେ ବିଦେଶୀ ପର୍ଯ୍ୟଟକଙ୍କ ସମାଗମ ଦେଖିବାକୁ ମିଳିଥିଲା।

Previous ArticleNext Article

Send this to a friend