ନୀତି ବିଭ୍ରାଟ ଲାଗି ନିଲମ୍ବିତ ହେଲେ ସୁଆର ସେବକ

puri

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ନୀତିରେ ତ୍ରୁଟି ପାଇଁ ସୁଆର ସେବକ ଗଦାଧର ଦୀକ୍ଷିତଙ୍କୁ ନିଲମ୍ବିତ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ କମାଣ୍ଡର ଓ ସୁପର ଭାଇଜରଙ୍କ ତଦନ୍ତ ରିପୋର୍ଟ ଭିତ୍ତିରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ପୂର୍ବରୁ ଗଦାଧରଙ୍କୁ ସୁଆର ନିଯୋଗ ସେବାରୁ ନିଲମ୍ବନ କରିଥିଲା।  ଗୁରୁବାର ଅମୁଣିଆ ଡାଲିହାଣ୍ଡି ବିକ୍ରି ଅଭିଯୋଗରେ  ତାଙ୍କୁ ନିଲମ୍ବନ କରାଯାଇଥିଲା।

Previous ArticleNext Article

Send this to a friend