ବ୍ରହ୍ମପୁର: ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ

accident

ବ୍ରହ୍ମପୁର: ବ୍ରହ୍ମପୁର ଗେଟ୍‌ ବଜାର ଛକରେ ଆଜି ଏକ ଟ୍ରକ ଧକ୍କାରେ ବାଇକ ଆରୋହୀର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଗେଟ୍‌ ବଜାର ଅଞ୍ଚଳର ରମେଶ ଚନ୍ଦ୍ର ମହାରଣା। ପୋଲିସ୍‌ ଘଟଣାର ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି।

Previous ArticleNext Article

Send this to a friend