ମହାନଦୀ ଲଢ଼େଇ: ଗଠନ ହେଲା ଦୁଇଟି କମିଟି

mahanadiimage

ଭୁବନେଶ୍ୱର: ମହାନଦୀ ମହାବିବାଦ ପ୍ରସଙ୍ଗରେ ବିଧାନସଭାରେ ଗଠନ ହୋଇଛି ଦୁଇଟି କମିଟି। ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କ ଅଧ୍ୟକ୍ଷତାରେ ଗୃହ କମିଟି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ଗୃହ କମିଟି ଗଠନ ହୋଇଛି। ଉଭୟ ଗୃହ କମିଟି ଓ ସର୍ବଦଳୀୟ ଗୃହ କମିଟିରେ ବିରୋଧୀ ଦଳ ନେତା, ବିଜେପି ବିଧାୟକ ଦଳ ନେତାଙ୍କ  ସମେତ ୧୫ ଜଣ  ଲେଖାଁଏ ସଦସ୍ୟ  ଅଛନ୍ତି।  ସର୍ବଦଳୀୟ ଗୃହ କମିଟି ପ୍ରଧାନମନ୍ତ୍ରୀଙ୍କୁ ଭେଟି ବିବାଦ ସମାଧାନ ପାଇଁ ଉଦ୍ୟମ କରିବ। ଆଉ ଗୃହ କମିଟି ବିବାଦର ସମାଧାନ ପାଇଁ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବ।

Previous ArticleNext Article

Send this to a friend