ବସ୍ତିରେ ବେଆଇନ ମଦ କାରବାର: ୨ ଲକ୍ଷ ଟଙ୍କାର ମଦ ଜବତ, ଜଣେ ମହିଳା ଗିରଫ

liquer

ଭୁବନେଶ୍ୱର: ଭୁବନେଶ୍ୱର ବସ୍ତି ଅଞ୍ଚଳରେ ଚାଲିଛି ବେଆଇନ ମଦ କାରବାର। ଗତକାଲି ରାତିରେ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଧିରକୁଟ ବସ୍ତିରୁ ପୋଲିସ ପ୍ରାୟ ୨ ଲକ୍ଷ ଟଙ୍କାର ମଦ ଜବତ କରିଛି। ଏଥିରେ ଉଭୟ ଦେଶୀ ଓ ବିଦେଶୀ ମଦ ରହିଛି।

ବେଆଇନ ଭାବେ ମଦ ରଖିବା ଓ ବିକିବା ଅଭିଯୋଗରେ ଜଣେ ମହିଳାଙ୍କୁ ପୋଲିସ ଗିରଫ କରିଛି।  ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରହିଛି।

Previous ArticleNext Article

Send this to a friend