‘ଗୋଲ୍ଡ’ରେ ଫରହାନ୍‌ଙ୍କ ଜାଗା ନେବେ ସାକୀବ୍‌ ସଲୀମ୍‌

sakib-salim-farhan

ମୁମ୍ବାଇ: ‘ଗୋଲ୍ଡ’ର ଲିଡ୍‌ ରୋଲରେ ଅକ୍ଷୟ କୁମାର ଅଭିନୟ କରୁଥିବା ବେଳେ ଫିଲ୍ମର ଦ୍ୱିତୀୟ ଲିଡ୍‌ ଭୂମିକାରେ ଫରହାନ୍‌ ଅଖତର୍‌ଙ୍କ ପରିବର୍ତ୍ତେ ନଜର ଆସିବେ ସାକୀବ୍‌ ସଲୀମ୍‌।

ନିକଟରେ ଏକ ବାୟୋପିକ୍‌ରେ ଫରହାନ୍‌ ଲିଡ୍‌ ଭୂମିକାରେ କାମ କରିଛନ୍ତି। ତେଣୁ ସେ ବର୍ତ୍ତମାନ ଲିଡ୍‌ ଭୂମିକା ପାଇଁ ଅଧିକ ଫୋକସ କରୁଛନ୍ତି ବୋଲି ଏକ ସାକ୍ଷାତକାରରେ କହିଛନ୍ତି।

ଅକ୍ଷୟଙ୍କ ‘ଗୋଲ୍ଡ’କୁ ଫରହାନ୍‌ଙ୍କ ହୋମ ପ୍ରଡକ୍ସନ ‘ଏକ୍ସେଲ ଏଣ୍ଟରଟେନ୍‌ମେଣ୍ଟ’ ପ୍ରଡ୍ୟୁସ୍‌ କରିବାକୁ ଯାଉଛି।

SHARE THIS

RELATED ARTICLES

LEAVE COMMENT