ସଚିନଙ୍କ ଟ୍ୱିଟ୍‌ ପରେ ଚର୍ଚ୍ଚାରେ ଓଡ଼ିଆ ଭଲିବଲ ଖେଳାଳି ସିରିଶା: କହିଲେ ତେନ୍ଦୁଲକରଙ୍କ ଶୁଭେଚ୍ଛାରେ ରହିଛି ପ୍ରେରଣା

sirisa

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସଚିନ ତେନ୍ଦୁଲକର ଟ୍ୱିଟରରେ ପ୍ରଶଂସା କରିବା ପରେ ଚର୍ଚ୍ଚାକୁ ଆସିଛନ୍ତି, ମାଲକାନଗିରିର ଭଲିବଲ ଖେଳାଳି ସିରିଶା କରମୀ। ସଚିନ ଟ୍ୱିଟ କରିଥିଲେ ଯେ, କ୍ରୀଡ଼ା ମାଧ୍ୟମରେ ମା’, ଗାଁ, ରାଜ୍ୟ ଓ ଦେଶକୁ ଗର୍ବ ଗୌରବ ଆଣିବାକୁ ସିରିଶାଙ୍କ ଉଦ୍ୟମ ପ୍ରଶଂସ ଯୋଗ୍ୟ। ସଚିନଙ୍କ ଏପରି ପ୍ରଶଂସାରେ ବହୁତ ଖୁସି ହୋଇଛନ୍ତି ସିରିସା।  ସଚିନଙ୍କ ଶୁଭେଚ୍ଛା ତାଙ୍କୁ ଭଲ ଖେଳିବାକୁ ପ୍ରେରଣା ଦେବ ବୋଲି କହିଛନ୍ତି ସିରିଶା।

 

Previous ArticleNext Article

Send this to a friend