ହିମାଳୟ ଅଭିଯାନକୁ ଫ୍ଲାଗ୍ ଅଫ୍ କଲେ ମୁଖ୍ୟମନ୍ତ୍ରୀ

CM-Naveen-Patnaik

 

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜୁ ପଟ୍ଟନାୟକ ହିମାଳୟ ଅଭିଯାନକୁ ଫ୍ଲାଗ୍ ଅଫ୍ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ନିବାସରେ  ସେ ଏହାକୁ ଫ୍ଲାଗ୍ ଅପ୍ କରିଛନ୍ତି। ଏହା ଆସନ୍ତା ୧୬ରୁ ୨୮ ତାରିଖ ଯାଏ ଚାଲିବ।  ୧୫ ଜଣ ଅଭିଯାତ୍ରୀ ଦଳରେ ଅଛନ୍ତି। ଯେଉଁଥିରେ ୩ ଜଣ ଝିଅ ମଧ୍ୟ ସାମିଲ। ରାଜ୍ୟ କ୍ରୀଡ଼ା ଓ ଯୁବ ବିଭାଗ ପକ୍ଷରୁ ଏହି ଅଭିଯାନ କରାଯାଇଥାଏ। ଏହାର ଉଦ୍ଦେଶ୍ୟ ହେଲା ଯୁବ ପୀଢ଼ି ମଧ୍ୟରେ ଶୃଙ୍ଖଳା, ଟିମ୍ ସ୍ପିରିଟ୍, ନେତୃତ୍ୱ ନେବାର ଦକ୍ଷତା, ବୃଦ୍ଧି କରିବା।

Previous ArticleNext Article

Send this to a friend