ମାର୍ଚ୍ଚ ୧୭ରେ ଭୁବନେଶ୍ୱରକୁ ଆସିବ ଆଇପିଏଲ୍‌ ଟ୍ରଫି

ipl

ଭୁବନେଶ୍ୱର:ରାଜ୍ୟ କ୍ରିକେଟ୍‌ ପାଇଁ ଖୁସି ଖବର । ଖୁବ୍‌ ଶିଘ୍ର ଫଟାଫଟ୍‌ କ୍ରିକେଟ ଆରମ୍ଭ ହେବାକୁ ଯାଉଛି ହେଲେ ତାପୂର୍ବରୁ ଚଳିତ ମାସ ୧୭ତାରିଖରେ ରାଜଧାନୀ ଭୁବନେଶ୍ୱରକୁ ଆସିବ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ଟ୍ରଫି । ସ୍ଥାନୀୟ ଜୟଦେବବିହାରସ୍ଥିତ ପାଲ୍‌ହାଇଟ୍‌ସରେ ଏହି ଟ୍ରଫି ପ୍ରଦର୍ଶିତ ହେବ । ଶୁକ୍ରବାର ଠାରୁ ଏହି ଟ୍ରଫି ଚଣ୍ଡିଗଡରୁ ଭ୍ରମଣ ଆରମ୍ଭ କରିଛି । ଏହି ଟ୍ରଫି ୧୫ଟି ସହର ପରିକ୍ରମା କରିବା ପରେ ମାର୍ଚ୍ଚ ୧୫ ତାରିଖରେ ପୁନେରେ ପହଞ୍ଚିବ ।

Previous ArticleNext Article

Send this to a friend