ପୂର୍ବାଞ୍ଚଳ ଟେନିସ କ୍ରିକେଟ ସେମିଫାଇନାଲରେ ଓଡ଼ିଶା

press1

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ପୂର୍ବାଞ୍ଚାଳ ଟେନିସ କ୍ରିକେଟ ପ୍ରତିଯେ।ଗିତାରେ ଓଡିଶା ସେମିଫାଇନାଲକୁ ଉନ୍ନିତ ହେ।ଇଛି । କ୍ୱାର୍ଟର ଫ।ଇନାଲର ଏକ ମ୍ୟାଚରେ ଓଡିଶା ୪୭ ରନରେ ବିହାରକୁ ହରାଇ ବିଜୟୀ ହେ।ଇଛି । ଏହି ପ୍ରତିଯେ।ଗିତାରେ ପୂର୍ବାଞ୍ଚାଳର ୭ଟି ରାଜ୍ୟର କ୍ରିକେଟ ଟିମ ଭାଗ ନେଇଛନ୍ତି। ଓଡିଶା ତାର ପ୍ରଥମ ମ୍ୟାଚରେ ୧୦୩ ରନରେ ଛତିଶଗଡକୁ ପରାସ୍ତ କରିଥିଲା ।

Previous ArticleNext Article

Send this to a friend