ଆଜି ଶିଶୁ ଦିବସ

jabaharalala

ଭୁବନେଶ୍ୱର: ଆଜି ଶିଶୁ ଦିବସ। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହରୁଙ୍କ ଜନ୍ମ ଦିବସ।  ସ୍ୱାଧୀନତା ପରେ ନବ ଭାରତର ନିର୍ମାଣରେ ତାଙ୍କର ଅବଦାନକୁ ଆଜି ମନେ ପକାଉଛି ସାରା ଦେଶ। ଛୋଟ ପିଲାମାନଙ୍କ ପ୍ରତି ତାଙ୍କର ଗଭୀର ସେହ୍ନ ଓ ଭଲପାଇବା ଥିଲା। ଏଥିପାଇଁ ପ୍ରତିବର୍ଷ ତାଙ୍କ ଜନ୍ମ ଦିନକୁ ଶିଶୁ ଦିବସ ଭାବେ ପାଳନ କରାଯାଇଥାଏ। ଶିଶୁ ଦିବସ ଅବସରରେ ଦେଶରେ ବିଭିନ୍ନ ସ୍ଥାନରେ ଆଜି କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି।

Previous ArticleNext Article

Send this to a friend