ଜାଣନ୍ତୁ କେଉଁ ‍୭ ଜଣ ସହ ଶତ୍ରୁତା କଲେ କ୍ଷତି ହୋଇଥାଏ

anuchinta

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଜଣେ ଅନ୍ୟ ସହ ଦୁଇ ପ୍ରକାର ସମ୍ପର୍କ ସୃଷ୍ଟି କରିଥାଏ। ଗୋଟିଏ ଶତ୍ରୁତା ଓ ଅନ୍ୟଟି ମିତ୍ରତା। କିଛି କାମ ପସନ୍ଦ ନଆସିଲେ କିମ୍ବା କିଛି କଥା ମନକୁ ନପାଇଲେ ଅତି ସହଜରେ ଶତ୍ରୁତା ହୋଇଯାଏ। ବର୍ଷ ବର୍ଷର ମିତ୍ରତା କିଛି କ୍ଷଣ ମଧ୍ୟରେ ଶତ୍ରୁତାରେ ପରିବର୍ତ୍ତନ ହୋଇଯାଏ। କେହି କିଛି ଭାବି ବିଚାରି ଶତ୍ରୁତା କରେନି। ଶତ୍ରୁତା ଆପେ ଆପେ ହୋଇଯାଏ। ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ନିଜ କ୍ରୋଧ ଉପରେ ଟିକେ ନିୟନ୍ତ୍ରଣ ରଖନ୍ତୁ। ଧର୍ମ, ରାଜା ,ଅଗ୍ନି, ବ୍ରାହ୍ମଣ, ପୁତ୍ର, ଭାର୍ଯ୍ୟା ଏବଂ ଚାକର ଏହି ୭ଜଣଙ୍କ ସହ କେବେ ଶତ୍ରୁତା କରନ୍ତୁ ନାହିଁ। ଥରେ ଏମାନଙ୍କ ସହ ଶତ୍ରୁତା ହେଲେ ଆପଣଙ୍କର ବହୁତ କ୍ଷତି ହେବ।

Previous ArticleNext Article

Send this to a friend