କାର୍‌ ଧକ୍କାରେ ଗର୍ଭବତୀ ମୃତ: କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

accident

ବୌଦ୍ଧ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ମେଡିକାଲ ଛକରେ କାର୍‌ ଧକ୍କାରେ ଜଣେ ଗର୍ଭବତୀଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ହେଲେ ଧନେଶ୍ୱରୀ ଦନ୍ତା।  ସେ ଚିକିତ୍ସା ପାଇଁ ମନମୁଣ୍ଡା ମେଡିକାଲକୁ ଆସୁଥିବା ବେଳେ କାର୍ ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି।

ମହିଳାଙ୍କ ମୃତ୍ୟୁକୁ ନେଇ ମନମୁଣ୍ଡା ଛକରେ ଉତ୍ତେଜନା ଦେଖାଦେଇଛି।  କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ଏନ୍‌ଏଚ୍‌-୫୭ ଅବରୋଧ କରିଛନ୍ତି।

Previous ArticleNext Article

Send this to a friend