ସୋନିଆ ଗଲେ ବିଦେଶ, ରାହୁଲ ସମ୍ଭାଳିବେ ଦଳ

sonia

ନୂଆଦିଲ୍ଲୀ: ଚିକିତ୍ସା ପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜି ବିଦେଶ ଗସ୍ତ କରିଛନ୍ତି। ସେ ସେଠାରେ ପ୍ରାୟ ୧୫ ଦିନ ରହିବେ ବୋଲି ଜଣାପଡ଼ିଛି। ସେ ମାର୍ଚ୍ଚ ୨୨ ତାରିଖରେ ଫେରିବେ ବୋଲି ସୂଚନା ରହିଛି। ତାଙ୍କ ଅନୁପସ୍ଥିତିରେ ରାହୁଲ ଗାନ୍ଧୀ ଦଳର ପରିଚଳନା ଦାୟିତ୍ୱ ବୁଝିବେ। ଆସନ୍ତାକାଲି ଏକ ଔପଚାରିକ ବୈଠକରେ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯିବ।

Previous ArticleNext Article

Send this to a friend