ବିରୋଧୀ କଣ ଏତେ ଖରାପ !

ନା ବିରୋଧୀ କଂଗ୍ରେସ କୁ ଖାତିର୍ ନା ବିରୋଧୀ ବିଜେପିକୁ ଖାତିର୍ । ଗଣତନ୍ତ୍ରରେ ଶାସନ ଚଳାଇବା ପାଇଁ ଶାସକ ଦଳର ଯେତିକି ଭୂମିକା ଅଛି ବିରୋଧୀ ଦଳର ମଧ୍ୟ ସେତିକି ଭୂମିକା ଅଛି । ବିନା ବିରୋଧୀରେ କେମିତି ଚାଲିବ ଶାସନ । ବ୍ୟବସ୍ଥା ଏକଛତ୍ରବାଦ ଆଡକୁ ଗତି କରୁନିତ !