Advertisment

ବାହାନଗା ରେଳ ଟ୍ରାଜେଡିକୁ ବର୍ଷେ

ସେହିଦିନର ସେହି କାଳ ରାତିକୁ ଏବେବି ଭୁଲି ପାରିନାହାଁନ୍ତି ବାହାନଗାବାସୀ ।

Advertisment

ବାଲେଶ୍ବର ଜିଲ୍ଲା ବାହାନଗା ଠାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାକୁ ଆଜି ବର୍ଷେ ପୂରିଛି । ଗତବର୍ଷ ଠିକ୍ ଆଜିର ଦିନରେ ବାହାନଗାରେ ଘଟିଥିଲା ଭୟଙ୍କର ଟ୍ରିପିଲ ଟ୍ରେନ୍ ଦୁର୍ଘଟଣା । ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣା ସାରା ବିଶ୍ୱରେ ଚହଳ ପକାଇଥିଲା । ସେହିଦିନର ସେହି କାଳ ରାତିକୁ ଏବେବି ଭୁଲି ପାରିନାହାଁନ୍ତି ବାହାନଗାବାସୀ ।

Advertisment
Odisha Balasore Train Tragedy Bahanaga Train Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe