ଜାତୀୟ ରଜପଥ ଉପରେ ଛିଣ୍ଡିପଡ଼ିଲା ୧୧ କେଭି ବିଦ୍ୟୁତ୍ ତାର। ତେବେ ସୌଭାଗ୍ୟ ବଶତଃ ଏଥିରେ କାହାରି କିଛି କ୍ଷତି ହୋଇନାହିଁ। ଆଜି ଅପରାହ୍ନରେ କଟକ- ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ଖୁଣ୍ଟୁଣି ବଜାର ନିକଟରେ ଏହି ଦୁର୍ଘଟଣା ଘଟିଛି।
ଖୁଣ୍ଟୁଣି ବଜାର ନିକଟରେ ୫୫ ନମ୍ବର ଜାତୀୟ ରଜପଥରେ ଏକ ଓଭର ବ୍ରିଜ କାମ ଚାଲିଛି। ଏହି କାମରେ ନିୟୋଜିତ ଏକ ହାଇୱା ମାଟି ନେଇ ନିର୍ମାଣାଧୀନ ଓଭର ବ୍ରିଜକୁ ଯାଉଥିବା ବେଳେ କୌଣସି କାରଣ ବଶତଃ ଏକ ବିଦୁତ ଖୁଣ୍ଟିରେ ଏହାର ଡ଼ାଲା ମାଡ଼ ହୋଇଥିଲା। ବିଦ୍ୟୁତ୍ ଖୁଣ୍ଟିଟି ତଳକୁ ନଇଁ ଯାଇଥିବା ବେଳେ ୧୧ କେଭି ତାର ଛିଣ୍ଡି ରାସ୍ତାରେ ପଡ଼ିଯାଇଥିଲା। ତେବେ ହାଇୱା କିମ୍ବା ଡ୍ରାଇଭରଙ୍କର କୌଣସି କ୍ଷତି ହୋଇନାହିଁ।
Also Read
ବିଦୁତ୍ ତାର ପଡ଼ିଯିବା ଯୋଗୁ ଏହି ରାସ୍ତାରେ ଗାଡ଼ି ମୋଟର ଚଳାଚଳା ବନ୍ଦ ରହିଛି। ବିଦୁତ୍ ବିଭାଗ ପକ୍ଷରୁ ବିଦୁତ୍ କାଟ କରାଯାଇ ନଇଁ ପଡ଼ିଥିବା ଖୁଣ୍ଟକୁ ଉଠାଇବା ସହ ମରାମତି କାର୍ଯ୍ୟ ଜାରିରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Accident
ଦୁର୍ଘଟଣାର ପର୍ଦ୍ଦାଫାସ କଲା ମର୍ସିଡିଜର ଭଙ୍ଗା ଲୋଗୋ ଓ ସିସିଟିଭି: ୪ ଶ୍ରମିକ ହରାଇଥିଲେ ପ୍ରାଣ
ପୁଲିସ୍ କାରକୁ ଠାବ କରିବା ପାଇଁ ସ୍ୱଂୟଚାଲିତ ନମ୍ବର ପ୍ଲେଟ ଚିହ୍ନଟ କ୍ୟାମେରାକୁ ବ୍ୟବହାର କରିଥିଲା।

Accident
‘ଆମ ବସ୍’ ଧକ୍କାରେ ୨ ଆହତ ଘଟଣାରେ କାର୍ଯ୍ୟାନୁଷ୍ଠାନ; ଡ୍ରାଇଭର ଓ ଗାଇଡ୍ ବିଦା
ଏହି ଦୁର୍ଘଟଣାକୁ କ୍ରୁଟ୍ ଦୁର୍ଭାଗ୍ୟଜନକ କହିଥିବା ବେଳେ ଏଥିପାଇଁ ଦୁଃଖ ପ୍ରକାଶ କରିଛି। ଏହା ସହିତ ଦୁର୍ଘଟଣା ଘଟାଇଥିବା ବସ୍ର ଡ୍ରାଇଭର ଓ ଗାଇଡଙ୍କୁ ତତ୍କାଳ ଚାକିରିରୁ ବିଦା କରାଯାଇଛି ବୋଲି କ୍ରୁଟ୍ ପକ୍ଷରୁ କୁହାଯାଇଛି।

Accident
ମାଟ୍ରିକ ପରୀକ୍ଷା ଦେବା ପାଇଁ ଘରୁ ବାହାରିବା ମାତ୍ରେ ଚାଲିଗଲା ଜୀବନ
ତିନି ଦିନ ତଳେ ଚନ୍ଦ୍ରଶେଖର ଗାଁରେ ଜଣଙ୍କ ଘରକୁ ଭୋଜି ଖାଇବାକୁ ଯାଇଥିଲେ। ସେଠାରୁ ଫେରିବା ପରେ ତାଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା।

Accident
କାରକୁ ପିଟି ଦେଲା ଟ୍ରକ୍: ଡିଏସ୍ପିଙ୍କ ସମେତ ୨ ଜଣଙ୍କ ମୃତ୍ୟୁ
ମୃତ ଡିଏସ୍ପି ବାଲେଶ୍ୱର ଜିଲ୍ଲାରେ ନିଯୁକ୍ତ ହୋଇଥିଲେ।