Advertisment

ଭ୍ୟାନ୍ ଓଲଟି ୧୨ କାଉଡ଼ିଆ ଆହତ

ଯୋଡ଼ାର ମୂର୍ଗା ମହାଦେବଙ୍କ ପାଖକୁ ଜଳଲାଗି ପାଇଁ ଯାଉଥିଲେ।

Accident

Accident

Advertisment

କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଗୋହିରା ନିକଟରେ ୨୦ ନମ୍ବର ଜାତୀୟ ରାଜପଥରେ ଏକ ଭ୍ୟାନ୍ ଓଲଟି ପଡ଼ିବାରୁ ୧୨ ଜଣ କାଉଡ଼ିଆ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଅଛି।

Advertisment

ଆହତମାନେ କେନ୍ଦ୍ରାପଡ଼ାର। ସେମାନେ ଓ ଅନ୍ୟ କିଛି ଯୁବକ ଦୁଇଟି ଗାଡ଼ିରେ ଯୋଡ଼ାର ମୂର୍ଗା ମହାଦେବଙ୍କ ପାଖକୁ ଜଳଲାଗି ପାଇଁ ଯାଉଥିଲେ। ତେବେ ଗୋହିରା ନିକଟରେ ଗୋଟିଏ ଗାଡ଼ି ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା। ସେଥିରେ ୧୨ ଜଣ ବସିଥିଲେ। ସମସ୍ତେ ଆହତ ହୋଇଛନ୍ତି ଓ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Accident Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe