Advertisment

ବଜ୍ରପାତରେ ୧୩ ଗୋରୁ ମୃତ

ଢେଙ୍କାନାଳ ସହର ସମେତ ଆଖପାଖ ଅଞ୍ଚଳରେ ଆଜି କିଛି ସମୟ ଧରି ବର୍ଷା, ପବନ ସହିତ ବଜ୍ରପାତ ହୋଇଥିଲା।

Lightning

Lightning

Advertisment

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍‌ ସୋଗରପଶୀ ପଞ୍ଚାୟତ ଆରଦା ଗାଁରେ ବଜ୍ରପାତରେ ୧୩ଟି ଗୋରୁଙ୍କ ମୃତ୍ୟୁ ଘଟିଛି। ଗାଁର ଅଧିକାଂଶ ଚାଷୀଙ୍କର ଗୋରୁ ଚରୁଥିବା ସମୟରେ ବଜ୍ରପାତ ହୋଇଥିଲା। ଫଳରେ ଏକା ସାଙ୍ଗରେ ଘଟଣାସ୍ଥଳରେ ୧୩ଟି ଗୋରୁଙ୍କ ମୃତ୍ୟୁ ଘଟିଥିଲା। ତୁରନ୍ତ ଗୋପାଳକ ମାନଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି ହୋଇଛି।

Advertisment

ଢେଙ୍କାନାଳ ସହର ସମେତ ଆଖପାଖ ଅଞ୍ଚଳରେ ଆଜି କିଛି ସମୟ ଧରି ବର୍ଷା, ପବନ ସହିତ ବଜ୍ରପାତ ହୋଇଥିଲା।

Lightning Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe