Advertisment

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଦମ୍ପତ୍ତିଙ୍କ ଜୀବନ

ଦୁର୍ଯ୍ୟୋଧନ ଛତିଶଗଡ଼ରେ ଡ୍ରାଇଭର ଭାବରେ କାମ କରୁଥିଲେ।

Death person

Death person

Advertisment

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଦମ୍ପତ୍ତି ଜୀବନ। ଏପରି ଦୁଃଖଦ ଘଟଣା ଘଟିଛି ଛତିଶଗଡ଼ରେ। ମୃତ ଦମ୍ପତିଙ୍କକ ଘର କାମାକ୍ଷାନଗର ମହାବୀରୋଡ ଥାନା ରଗଡ଼ାସାହିରେ। ସେମାନେ ହେଲେ ଦୁର୍ଯ୍ୟୋଧନ ମହାନ୍ତ ଓ ପତ୍ନୀ ଭାରତୀ ମହାନ୍ତ।।

Advertisment

ଦୁର୍ଯ୍ୟୋଧନ ଛତିଶଗଡ଼ରେ ଡ୍ରାଇଭର ଭାବରେ କାମ କରୁଥିଲେ। ଗତକାଲି ଘରେ ଲୁଗା ଶୁଖାଇବା ବେଳେ ପ୍ରଥମେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ ଦୁର୍ଯ୍ୟୋଧନ ପତ୍ନୀ ଭାରତୀ। ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ଦୁର୍ଯ୍ୟୋଧନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ।

ଉଭୟଙ୍କୁ ପାଖ ପଡ଼ୋଶୀ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଆଜି ଉଭୟଙ୍କ ମୃତଦେହ ମୃତଦେହ ପହଞ୍ଚିବା ପରେ ଶୋକାକୂଳ ପରିବେଶରେ ସେମାନଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe