Advertisment

ଫାଟିଲା ମୋବାଇଲ ବ୍ୟାଟେରି; ୨ଭଉଣୀ ଗୁରୁତର

ଗତକାଲି ରାତିରେ ଦୁଇ ନାବାଳିକା ଭଉଣୀ ବସି ଘରେ ମୋବାଇଲ ଦେଖୁଥିଲେ।

mobile battery blast

mobile battery blast

Advertisment

ମୋବାଇଲ ବ୍ୟାଟେରି ଫାଟି ଦୁଇ ଭଉଣୀ ଗୁରୁତର ଆହତ ହୋଇଛନ୍ତି। ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଲଖାରୀ ଗାଁରେଏହି ଅଘଟଣ ଘଟିଛି । ଆହତ ଦ୍ୱୟ ହେଲେ ଲଖାରୀ ଗାଁର ନମିତା ରାଇକା ଓ ସୁଶୀଳା ରାଇକା ।

Advertisment

ଗତକାଲି ରାତିରେ ଦୁଇ ନାବାଳିକା ଭଉଣୀ ବସି ଘରେ ମୋବାଇଲ ଦେଖୁଥିଲେ। ଏହି ସମୟରେ ହଠାତ୍ ମୋବାଇଲ ବ୍ୟାଟେରି ଫାଟି ଯାଇଥିଲା। ଫଳରେ ଉଭୟଙ୍କର ହାତ ଓ  ଗୋଡ଼ରେ ଆଘାତ ଲାଗିଛି।

ପରିବାର ଲୋକେ ଶବ୍ଦ ଶୁଣି ଦୌଡ଼ି ଆସିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। ଉଭୟ ଡାକ୍ତରଖାନାର ଚିକିତ୍ସାଧୀନ ଅଛନ୍ତି।

Advertisment
Gajpati Mobile
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe