କାର୍‌ ଓ ବାଇକ୍‌କୁ ଧକ୍କା ଦେଇ ଘାଟିକୁ ଓଲଟି ପଡ଼ିଲା ଟ୍ରକ୍; ୨ମୃତ, ୩ ଆହତ

ଗତକାଲି ରାତିରେ ଟ୍ରକ୍‌ଟି କାଜୁ ତେଲ ବୋଝେଇ କରି ପଲାସାରୁ କଲିକତା ଅଭିମୁଖେ ଯାଉଥିଲା।

Accident PhotoOR

ଦୁର୍ଘଟଣାଗସ୍ତ ବାଇକ୍‌

Tapaswini Nayak
  • Published: Monday, 25 September 2023
  • Updated: 25 September 2023, 08:15 AM IST

Sports

Latest News

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟିରେ ସିରିଜ୍ ଦୁର୍ଘଟଣା ଘଟିଛି। ବ୍ରେକଫେଲ ହେବାରୁ ଏକ କାଜୁ ତେଲ ବୋଝେଇ ଟ୍ରକ ପ୍ରଥମେ ଏକ ବାଇକକୁ ଓ ପରେ ରାସ୍ତା ଉପରେ ଛିଡା ହୋଇଥିବା ଏକ କାରକୁ ଧକ୍କା ଦେଇଛି। ପରେ ଟ୍ରକ୍‌ଟି ଘାଟିରୁ ଭାରସାମ୍ୟ ହରାଇ ଓଲଟି ପଡ଼ିଛି।

ଦୁର୍ଘଟଣାରେ ଟ୍ରକ ଡ୍ରାଇଭର ସହ ଜଣେ ମହିଳା ବାଇକ୍‌ ଆରୋହୀଙ୍କର ମୃତ୍ୟୁ ଘଟିଥିବା ବେଳେ ୩ଜଣ ଆହତ ହୋଇଛନ୍ତି। ମୃତକ ହେଲେ ବିକ୍ରମପୁର ଗାଁର ବିଷ୍ଣୁପ୍ରିୟା ସୁବୁଦ୍ଧି ଓ ଟ୍ରକ୍ ଚାଳକ ନରସିଂହ ରାଓ। ଆହତମାନଙ୍କୁ ବ୍ରହ୍ମପୁର MKCG ମେଡିକାଲରେ ଭର୍ତ୍ତି କରଯାଇଛି। ସ୍ଥାନାନ୍ତରିତ କରାଯାଇଛି।

Also Read

ଗତକାଲି ରାତିରେ ଟ୍ରକ୍‌ଟି କାଜୁ ତେଲ ବୋଝେଇ କରି ପଲାସାରୁ କଲିକତା ଅଭିମୁଖେ ଯାଉଥିଲା। ବଡ଼ ଘାଟିରେ ନିକଟରେ ଟ୍ରକ୍‌ର ବ୍ରେକଫେଲ୍‌ ହୋଇଯାଇଥିଲା। ଏହି ସମୟରେ ବୀପରିତ ଦିଗରୁ ଆସୁଥିବା ଏକ ବାଇକ୍‌କୁ ଧକ୍କା ଦେଇଥିଲା। ପରେ ରାସ୍ତା ଉପରେ ଠିଆ ହୋଇଥିବା କାର୍‌କୁ ଧକ୍କା ଦେଇ ଘାଟି ତଳକୁ ଓଲଟି ପଡ଼ିଥିଲା।

ବାଇକ୍‌ରେ ବିଷ୍ଣୁପ୍ରିୟାଙ୍କ ସମେତ ତାଙ୍କ ଭାଇ ଓ ପୁଅ ଥିଲେ। ସେମାନେ ତଳକୁ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ବିଷ୍ଣୁପ୍ରିୟାଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଥିଲେ। ଦୁର୍ଘଟଣାରେ ଟ୍ରକ୍‌ ଡ୍ରାଇଭରର ମୃତ୍ୟୁ ଘଟିଥିବା ବେଳେ ହେଲପର ଆହତ ହୋଇଥିଲେ। କାର୍‌ରେ କେହି ନଥିଲେ। ପୁଲିସ ବାଇକ ଓ ଟ୍ରକ୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story