Advertisment

ବିଲକୁ ଓଲଟିଲା ଲକ୍ଷ୍ମୀ ବସ୍‌

ଆଜି ସକାଳେ ଲକ୍ଷ୍ମୀ ବସ୍‌ଟି ୧୦ ଜଣ ଯାତ୍ରୀଙ୍କୁ ନେଇ କବିସୂର୍ଯ୍ୟନଗର ଅଭିମୁଖେ ଆସୁଥିଲା।

author-image
Tapaswini Nayak
Accident

Accident

 ଭାରସାମ୍ୟ ହରାଇ ବିଲକୁ ଓଲଟିଲା ଲକ୍ଷ୍ମୀ ବସ୍‌।  ଦୁର୍ଘଟଣାରେ ୩ଜଣ ଆହତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ମହନାପଲ୍ଲୀ ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି।  ଆହତ ଯାତ୍ରୀମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

Advertisment

 ଆଜି ସକାଳେ ଲକ୍ଷ୍ମୀ ବସ୍‌ଟି ୧୦ ଜଣ ଯାତ୍ରୀଙ୍କୁ ନେଇ କବିସୂର୍ଯ୍ୟନଗର ଅଭିମୁଖେ ଆସୁଥିଲା। ଏହି ସମୟରେ ମହନାପଲ୍ଲୀ ଗାଁ ନିକଟରେ  ବସ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ୩ ଜଣ ଯାତ୍ରୀ ଆହତ ହୋଇଥିଲେ। ଆହତ ଯାତ୍ରମୀମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ପୁଲିସ ପହଞ୍ଚି ବସକୁ  ଜବତ କରି ଘଟଣାର ତଦନ୍ତ କରୁଛି।  

Ganjam Road Accident