ଶବ ପାଖେ ସାରା ରାତି ଛଟପଟ ହେଉଥିଲେ ସ୍ୱାମୀ-ପୁଅ-ଶ୍ୱଶୂର | Odisha Reporter
Advertisment
ଛତିଶଗଡ଼ ରାଜନନ୍ଦଗାଓଁରୁ ବିଶାଖାପାଟଣା ବୁଲିବାକୁ ହସଖୁସିରେ ଘରୁ ବାହାରିଥିଲେ ପୂରା ପରିବାର। ହେଲେ ସେମାନଙ୍କ ଖୁସି କ୍ଷଣକ ମଧ୍ୟରେ ଉଭେଇ ଯାଇଥିଲା। ହଠାତ୍ ଯେମିତି ଦୁଃଖର କଳା ବାଦଲ ସେମାନଙ୍କ ପରିବାର ଉପରକୁ ମାଡ଼ି ଆସିଥିଲା। ବିଶାଖାପାଟଣା ଯିବାବେଳେ କାର୍ଟି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଯୋଡ଼ିମାଦିଲି ଘାଟିରେ ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିଲା। ଏହି ମର୍ମନ୍ତୁଦ ଦୁର୍ଘଟଣାରେ 3 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us