ବଜ୍ରପାତ ନେଲା ୩ ଜୀବନ, ଦୁଇ ମହିଳାଙ୍କ ସମେତ ଯୁବକ ଆଖି ବୁଜିଲେ

ବଜ୍ରପାତ ନେଲା ୩ ଜୀବନ। ରାଜ୍ୟର ପୃଥକ ସ୍ଥାନରେ ବଜ୍ରାଘାତରେ ଦୁଇ ମହିଳାଙ୍କ ସମେତ ଆଖି ବୁଜିଲେ ୩ ଜଣ।

Liightening

Representational Image

Niharika Rout
  • Published: Monday, 21 October 2024
  • Updated: 21 October 2024, 08:04 AM IST

Sports

Latest News

ଭଲ ସରକାର କିପରି?
Wednesday, 20 November 2024

ବଜ୍ରପାତ ନେଲା ୩ ଜୀବନ। ରାଜ୍ୟର ପୃଥକ ସ୍ଥାନରେ ବଜ୍ରାଘାତରେ ଦୁଇ ମହିଳାଙ୍କ ସମେତ ଆଖି ବୁଜିଲେ ୩ ଜଣ। ପୁରୀ ଜିଲ୍ଲା ଗୋପ ଥାନା ଡିହସାହିରେ ବଜ୍ରାଘାତରେ ୨ ମହିଳାଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ସରସ୍ୱତୀ ସ୍ୱାଇଁ ଓ ଅନ୍ୟ ଜଣେ ଛେଳି ଚରାଳି ।

ସରସ୍ୱତୀ ସ୍ୱାଇଁ ନିଜ ସମ୍ପର୍କୀୟଙ୍କ ଦଶାହ କର୍ମରେ ଯୋଗଦେବାକୁ ଯାଇଥିଲେ। ମାତ୍ର ସେତେବେଳେ ବଜ୍ରପାତ ମାରିବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା। ସେହିପରି ଜଣେ ମହିଳା ଛେଳି ଚରାଇବାକୁ ଯାଇଥିବା ବେଳେ ବଜ୍ରପାତରେ ତାଙ୍କର ଅକାଳ ବିୟୋଗ ହୋଇଛି।

Also Read

ଅନ୍ୟପଟେ କୋରାପୁଟ ନନ୍ଦପୁର ବ୍ଲକ୍ ବାଡେଲ ଓ ମାଳିବେଲଗାଁ ପଞ୍ଚାୟତରେ ବଜ୍ରାଘାତରେ ଜଣେ ଯୁବକଙ୍କ ସମେତ ୪ଟି ବଳଦଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ମାଝୀପୁଟ ଗାଁର ଶେଖ ଅବଦୁଲ୍ ।

ବର୍ଷା-ପବନ ଯୋଗୁଁ ସେ ଆମ୍ବ ଗଛ ମୂଳରେ ଛିଡ଼ା ହୋଇଥିଲେ। ମାତ୍ର ଉକ୍ତ ସମୟରେ ବଜ୍ରପାତ ମାରିବାରୁ ସେ ସେଠାରେ ହିଁ ଟଳି ପଡ଼ିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story