ଲିକ୍‌ ହେଲା ଗ୍ୟାସ ସିଲିଣ୍ଡର, ୩ ଗୁରୁତର

ଆଜି ସକାଳେ ଅଚାନକ ଘରୋଇ ଗ୍ୟାସ ସିଲିଣ୍ଡର ଲିକ୍ ଯୋଗୁଁ ନିଆଁ ଲାଗିଯାଇଥିଲା।

Gas Cylinder Blast

ଗ୍ୟାସ୍‌ ସିଲିଣ୍ଡର ଫାଟି ନିଆଁ ଲାଗି ଯାଇଛି।

Niharika Rout
  • Published: Friday, 08 December 2023
  • Updated: 08 December 2023, 09:53 AM IST

Sports

Latest News

ଗ୍ୟାସ ସିଲିଣ୍ଡର ଲିକ୍ ଯୋଗୁଁ ଲାଗିଲା ନିଆଁ । ଏଥିରେ ୩ ଜଣ ଗୁରୁତର ହୋଇଥିବା ଜଣାଯାଇଛି। କଟକ ପିଠାପୁର ଅଞ୍ଚଳରେ ଆଜି ସକାଳୁ ଏପରି ଅଭାବନୀୟ ଘଟଣା ଘଟିଛି। ଆହତଙ୍କ ପରିଚୟ ମିଳି ପାରିନି।

ଆଜି ସକାଳେ ଅଚାନକ ଘରୋଇ ଗ୍ୟାସ ସିଲିଣ୍ଡର ଲିକ୍ ଯୋଗୁଁ ନିଆଁ ଲାଗିଯାଇଥିଲା। ଫଳରେ ଏଥିରେ ତିନିଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ତୁରନ୍ତ କଟକ ବଡମେଡିକାଲରେ ଭର୍ତ୍ତି କରାଯାଇଛି ।

Also Read

ନିଆଁ ଲାଗିଥିବା ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos