Advertisment

ଲିକ୍‌ ହେଲା ଗ୍ୟାସ ସିଲିଣ୍ଡର, ୩ ଗୁରୁତର

ଆଜି ସକାଳେ ଅଚାନକ ଘରୋଇ ଗ୍ୟାସ ସିଲିଣ୍ଡର ଲିକ୍ ଯୋଗୁଁ ନିଆଁ ଲାଗିଯାଇଥିଲା।

author-image
Niharika Rout
Gas Cylinder Blast

Gas Cylinder Blast

ଗ୍ୟାସ ସିଲିଣ୍ଡର ଲିକ୍ ଯୋଗୁଁ ଲାଗିଲା ନିଆଁ । ଏଥିରେ ୩ ଜଣ ଗୁରୁତର ହୋଇଥିବା ଜଣାଯାଇଛି। କଟକ ପିଠାପୁର ଅଞ୍ଚଳରେ ଆଜି ସକାଳୁ ଏପରି ଅଭାବନୀୟ ଘଟଣା ଘଟିଛି। ଆହତଙ୍କ ପରିଚୟ ମିଳି ପାରିନି।

Advertisment

ଆଜି ସକାଳେ ଅଚାନକ ଘରୋଇ ଗ୍ୟାସ ସିଲିଣ୍ଡର ଲିକ୍ ଯୋଗୁଁ ନିଆଁ ଲାଗିଯାଇଥିଲା। ଫଳରେ ଏଥିରେ ତିନିଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ତୁରନ୍ତ କଟକ ବଡମେଡିକାଲରେ ଭର୍ତ୍ତି କରାଯାଇଛି ।

ନିଆଁ ଲାଗିଥିବା ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

Advertisment
Cuttack Gas Cylinder Blast