Advertisment

ଓଲଟିଲା ପିକ୍‌ଅପ୍ ଭ୍ୟାନ୍; ୪ ଶ୍ରମିକ ଆହତ

ଗାଡ଼ିରେ ୨୦ରୁ ଅଧିକ ଶ୍ରମିକ ଥିଲେ।

ଅଦ୍ୟତନ ହୋଇଛି
Accident

Accident

Advertisment

ଶ୍ରମିକମାନଙ୍କୁ ନେଇ ଯାଉଥିବା ବେଳେ ଓଲଟି ପଡ଼ିଲା ପିକ୍‌ଅପ୍ ଭ୍ୟାନ୍। ଘଟଣା ଘଟିଛି ସମ୍ବଲପୁର-ରେଢାଖୋଲ ୫୫ ନମ୍ବର ଜାତୀୟ ରାଜପଥର ଯୁଜୁମୁରା ଥାନା ଅନ୍ତର୍ଗତ ହାତୀବାରୀ ନିକଟରେ। ଦୁର୍ଘଟଣାରେ ୪ଜଣଙ୍କର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।

Advertisment

ଆଜି ସକାଳେ ପିକ୍‌ଅପ୍ ଭ୍ୟାନଟି ଶ୍ରମିକମାନଙ୍କ ନେଇ ଯାଉଥିବା ବେଳେ ହାତୀବାରୀ ନିକଟରେ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଏଥିରେ ୪ଜଣ ଶ୍ରମିକ ଆହତ ହୋଇଥିଲେ। ଆହତମାନଙ୍କୁ ପ୍ରଥମେ ସମ୍ବଲପୁର ସଦର ହସପିଟାଲରେ ଭର୍ତ୍ତି କରାଯାଇଥିଲା।

ପରେ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଗାଡ଼ିରେ ୨୦ରୁ ଅଧିକ ଶ୍ରମିକ ଥିଲେ। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି

Advertisment
Sambalpur Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe