/odisha-reporter/media/post_attachments/uploadimage/library/16_9/16_9_0/IMAGE_1718601937.jpeg)
Train Accident
/odisha-reporter/media/post_attachments/uploadimage/library/16_9/16_9_0/IMAGE_1718601937.jpeg)
1/7
ପଶ୍ଚିମବଙ୍ଗ ଦାର୍ଜିଲିଂରେ ଟ୍ରେନ୍ ଦୁର୍ଘଟଣା: କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ପଛରୁ ଧକ୍କା ଦେଲା ମାଲବାହୀ ଟ୍ରେନ୍
/odisha-reporter/media/post_attachments/uploadimage/library/16_9/16_9_0/IMAGE_1718602024.jpeg)
2/7
ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫ ଜଣ ଆହତ ହୋଇଥିବା ଦାର୍ଜିଲିଂ ଅତିରିକ୍ତ ଏସ୍ପି ଦେଇଛନ୍ତି ସୂଚନା
/odisha-reporter/media/post_attachments/uploadimage/library/16_9/16_9_0/IMAGE_1718602087.jpeg)
3/7
ନିଉଜଲପାଇଗୁଡ଼ି ଷ୍ଟେସନ ନିକଟ ରଙ୍ଗପାଣି ଠାରେ ଘଟିଥିବା ଏହି ଦୁର୍ଘଟଣାରେ କାଞ୍ଚନଜଙ୍ଗା ଏକ୍ସପ୍ରେସର ୩ଟି ବଗି କ୍ଷତିଗ୍ରସ୍ତ ହୋଇଛି।
/odisha-reporter/media/post_attachments/uploadimage/library/16_9/16_9_0/IMAGE_1718602162.jpeg)
4/7
ଦୁର୍ଘଟଣାଗ୍ରସ୍ତ କାଞ୍ଚନଜଙ୍ଗା ଏକ୍ସପ୍ରେସର ଏକ କ୍ଷତିଗ୍ରସ୍ତ ବଗି। ଏହି ଘଟଣାରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।
/odisha-reporter/media/post_attachments/uploadimage/library/16_9/16_9_0/IMAGE_1718602253.jpeg)
5/7
ଦୁର୍ଘଟଣାଗ୍ରସ୍ତ ଟ୍ରେନ୍। ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି।
/odisha-reporter/media/post_attachments/uploadimage/library/16_9/16_9_0/IMAGE_1718602320.jpeg)
6/7
ଦୁର୍ଘଟଣାଗ୍ରସ୍ତ କାଞ୍ଚନଜଙ୍ଗା ଏକ୍ସପ୍ରେସର ଗୋଟିଏ ବଗି। ରେଲୱେ ପକ୍ଷରୁ ଜାରି ହେଲା ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ନମ୍ବର ଗୁଡ଼ିକ ହେଉଛି- ୦୩୩-୨୩୫୦୮୭୯୪, ୦୩୩-୨୩୮୩୩୩୨୬ ୦୩୬୧୨୭୩୧୬୨୧, ୦୩୬୧୨୭୩୧୬୨୨।
/odisha-reporter/media/post_attachments/uploadimage/library/16_9/16_9_0/IMAGE_1718602436.jpeg)
7/7
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
