Advertisment

କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ପଛରୁ ପିଟି ଦେଲା ମାଲବାହୀ ଟ୍ରେନ୍‌: ୩ ବଗି କ୍ଷତିଗ୍ରସ୍ତ, ୫ ମୃତ, ୨୫ ଆହତ

ପଶ୍ଚିମବଙ୍ଗ ଦାର୍ଜିଲିଂରେ ଟ୍ରେନ୍‌ ଦୁର୍ଘଟଣା ଘଟିଛି। କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ଏକ ମାଲବାହୀ ଟ୍ରେନ୍‌ ପଛରୁ ଧକ୍କା ଦେଇଛି। ନିଉଜଲପାଇଗୁଡ଼ି ଷ୍ଟେସନ ନିକଟ ରଙ୍ଗପାଣି ଠାରେ ଏହି ଦୁର୍ଘଟଣା ଘଟିଛି। ଏକ୍ସପ୍ରେସର ୩ଟି ବଗି କ୍ଷତିଗ୍ରସ୍ତ ହୋଇଥିବା ବେଳେ ୫ ଜଣଙ୍କ ମୃତ୍ୟୁ ଘଟିଛି ଓ ୨୫ରୁ ଅଧିକ ଆହତ ହୋଇଛନ୍ତି।

Train Accident

Train Accident

Advertisment
Train Accident Train Tragedy Kanchanjunga Express
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe