Advertisment

ନିର୍ମାଣାଧୀନ ବିଦ୍ୟୁତ୍ ଟାୱାର ଭାଙ୍ଗି ୫ ଆହତ

ଟାୱାରଟି ଭାଙ୍ଗି କାର୍ଯ୍ୟ କରୁଥିବା ଶ୍ରମିକଙ୍କ ଉପରେ ପଡ଼ିବା ଯୋଗୁ ୫ ଜଣ ଆହତ ହୋଇଛନ୍ତି।

author-image
Jitendra Garnayak
Tower

Tower

ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକର ସୁଲପାଲି-ପିପିଲିକାନୀ ମଧ୍ୟରେ ଏକ ନିର୍ମାଣାଧୀନ ବିଦ୍ୟୁତ ଟାୱାର ଭାଙ୍ଗି ଯିବାରୁ ୫ ଜଣ ଶ୍ରମିକ ଆହତ ହୋଇଛନ୍ତି।

Advertisment

ଆଜି ଅପରାହ୍ନରେ ଏହି ଘଟଣା ଚାଲିଛି। ଏହି ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ଟାୱାର କାମ ଚାଲିଥିବା ବେଳେ ଦୁର୍ଘଟଣା ଘଟିଥିଲା।

ଟାୱାରଟି ଭାଙ୍ଗି କାର୍ଯ୍ୟ କରୁଥିବା ଶ୍ରମିକଙ୍କ ଉପରେ ପଡ଼ିବା ଯୋଗୁ ୫ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ବେଲପାହାଡ଼ ସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment
Accident