ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକର ସୁଲପାଲି-ପିପିଲିକାନୀ ମଧ୍ୟରେ ଏକ ନିର୍ମାଣାଧୀନ ବିଦ୍ୟୁତ ଟାୱାର ଭାଙ୍ଗି ଯିବାରୁ ୫ ଜଣ ଶ୍ରମିକ ଆହତ ହୋଇଛନ୍ତି।
ଆଜି ଅପରାହ୍ନରେ ଏହି ଘଟଣା ଚାଲିଛି। ଏହି ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ଟାୱାର କାମ ଚାଲିଥିବା ବେଳେ ଦୁର୍ଘଟଣା ଘଟିଥିଲା।
Also Read
ଟାୱାରଟି ଭାଙ୍ଗି କାର୍ଯ୍ୟ କରୁଥିବା ଶ୍ରମିକଙ୍କ ଉପରେ ପଡ଼ିବା ଯୋଗୁ ୫ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ବେଲପାହାଡ଼ ସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
୨୦ ଫୁଟ୍ ତଳକୁ ଖସିଲା ଗୋରୁ ବୋଝେଇ ପିକଅପ ଭ୍ୟାନ୍
ଗତକାଲି଼ ଗୋରୁ ବୋଝେଇ ପିକଅପ୍ ଭ୍ୟାନଟି ଭଦ୍ରକରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲା।
Accident
ଭୁଶୁଡ଼ି ପଡ଼ିଲା ୪୦୦ ବର୍ଷ ପୁରୁଣା ଦୁର୍ଗର ପାଚେରୀ, ଗୋଟିଏ ପରିବାରର ୭ ମୃତ
ଧ୍ୱଂସାବଶେଷ ତଳୁ ୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୂରା ଘଟଣା ଆଜି ଭୋର ୩.୩୦ରେ ଘଟିଥିଲା।
Accident
୮ଟି ଷଣ୍ଢ ଉପରେ ମାଡ଼ିଗଲା ଆଇରନ ଟ୍ରକ୍
ଗତକାଲି ରାତିରେ ପାରାପୋଖରୀ ଛକ ନିକଟ ରାସ୍ତାରେ ଷଣ୍ଢମାନେ ଶୋଇଥିଲେ। ଏହି ସମୟରେ ଏକ ଆଇରନ ଟ୍ରକଟି ଦ୍ରୁତ ଗତିରେ ଆସି ଶଣ୍ଢମାନଙ୍କ ଉପରେ ମାଡ଼ି ଯାଇଥିଲା।
Accident
ସ୍କଲ୍ ଅଟୋ-ବାଇକ୍ ମୁହାଁମୁହିଁ ଧକ୍କା; ୩ ଆହତ
ଆଜି ସକାଳେ ୧୨ ଜଣ ଛାତ୍ରଛାତ୍ରୀ ଅଟୋ ଯୋଗେ ସ୍କୁଲ ଯାଉଥିଲେ।