Tower
Advertisment
ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକର ସୁଲପାଲି-ପିପିଲିକାନୀ ମଧ୍ୟରେ ଏକ ନିର୍ମାଣାଧୀନ ବିଦ୍ୟୁତ ଟାୱାର ଭାଙ୍ଗି ଯିବାରୁ ୫ ଜଣ ଶ୍ରମିକ ଆହତ ହୋଇଛନ୍ତି।
Advertisment
ଆଜି ଅପରାହ୍ନରେ ଏହି ଘଟଣା ଚାଲିଛି। ଏହି ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ଟାୱାର କାମ ଚାଲିଥିବା ବେଳେ ଦୁର୍ଘଟଣା ଘଟିଥିଲା।
ଟାୱାରଟି ଭାଙ୍ଗି କାର୍ଯ୍ୟ କରୁଥିବା ଶ୍ରମିକଙ୍କ ଉପରେ ପଡ଼ିବା ଯୋଗୁ ୫ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ବେଲପାହାଡ଼ ସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Tower_1694782655.jpg)