Advertisment

ରାସ୍ତାକଡ଼କୁ ଓଲଟିଲା ଅଟୋ; ୫ ଆହତ

ଆଜି ସକାଳେ ଅଟୋଟି ୪ ଜଣ ଯାତ୍ରୀଙ୍କୁ ନେଇ ଗୋପୀନାଥପୁର ଆସୁଥିଲା।

ଅଦ୍ୟତନ ହୋଇଛି
Roadaccident

Roadaccident

Advertisment

ଗଞ୍ଜାମ ଜିଲ୍ଲା କେ. ନୂଆଗାଁ ଥାନା ଅନ୍ତର୍ଗତ ଗୋପିନାଥପୁର-ଦାଉଣୀ ରାସ୍ତାରେ ଆଜି ସକାଳେ ଦୁର୍ଘଟଣା ଘଟିଛି। ଏକ ଅଟୋ ରାସ୍ତାକଡ଼କୁ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଡ୍ରାଇଭର ସମେତ ୫ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଗୌଡ଼ଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି।

Advertisment

ଆଜି ସକାଳେ ଅଟୋଟି ୪ ଜଣ ଯାତ୍ରୀଙ୍କୁ ନେଇ ଗୋପୀନାଥପୁରରୁ ଆସୁଥିଲା। ଗୋପିନାଥପୁର-ଦାଉଣୀ ରାସ୍ତାରେ ଅଟୋଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ଡ୍ରାଇଭର ସମେତ ୪ ଜଣ ଯାତ୍ରୀ ଆହତ ହୋଇଥିଲେ। ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପୁଲିସ ଅଟୋକୁ ଜବତ କରି ଘଟଣାର ତଦନ୍ତ କରୁଛି। ଅଟୋଟି ଦ୍ରୁତ ଗତିରେ ଆସୁଥିବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି।

Advertisment
Ganjam Roadaccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe