Advertisment

ଚିଙ୍ଗୁଡ଼ି ଘେରି ଭିତରକୁ ପଶି ଓଲଟିଲା କାର୍

ଆଜି ସକାଳେ ୫ ଜଣ ପର୍ଯ୍ୟଟକ ଖୋର୍ଦ୍ଧାରୁ ପୀର ଜାହାନିଆ ବୁଲିବାକୁ ଆସିଥିଲେ।

undefined

Accident

Advertisment

ଚିଙ୍ଗୁଡ଼ି ଘେରି ଭିତରକୁ ପଶି ଓଲଟିଲା କାର୍। ଏତେ ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲେ ୫ ପର୍ଯ୍ୟଟକ। ଦୁର୍ଘଟଣାରେ ୫ ଜଣ ପର୍ଯ୍ୟଟକ ସାମାନ୍ୟ ଆହତ ହୋଇଛନ୍ତି। ପୁରୀ ଜିଲ୍ଲା ଅସ୍ତରଙ୍ଗ ଜାହାନିଆ ନିକଟରେ ଏହି ଦୁର୍ଘଟଣା ଘଟିଛି।

Advertisment

ଆଜି ସକାଳେ ୫ ଜଣ ପର୍ଯ୍ୟଟକ ଖୋର୍ଦ୍ଧାରୁ ପୀର ଜାହାନିଆ ବୁଲିବାକୁ ଆସିଥିଲେ। ଜାହାନିଆ ନିକଟରେ କାର୍‌ଟି ଭାରସାମ୍ୟ ହରାଇ  ଚିଙ୍ଗୁଡ଼ି ଘେରି ଭିତରକୁ ପଶିଯାଇଥିଲା। ପରେ ଓଲଟି ପଡ଼ିଥିଲା। ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଥିଲେ। ପୁଲିସ କାର୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି।  

Road Accident Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe