Advertisment

ଘରର ବାଲ୍‌କୋନୀ ଭୁଶୁଡ଼ି ୫ ମୃତ, ୧୦ ଗୁରୁତର

ପ୍ରଶାସନିକ ଅଧିକାରୀ ଓ ପୁଲିସ୍ କର୍ମଚାରୀମାନେ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଆହତମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍‌ପିଟାଲକୁ ନେଇଥିଲେ।

Collapsed Building

Collapsed Building

Advertisment

ଉତ୍ତର ପ୍ରଦେଶର ବୃନ୍ଦାବନରେ ମଙ୍ଗଳବାର ଏକ ଘରର ବାଲ୍‌କୋନୀ ଭୁଶୁଡ଼ି ପଡ଼ିବାରୁ ୫ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି।

Advertisment

ବୃନ୍ଦାବନର ବାଙ୍କେ ବିହାରୀ ମନ୍ଦିର ନିକଟସ୍ଥ ରାସ୍ତାରେ ଏହି ଅଘଟଣ ଘଟିଛି। ଏହି ଦୁର୍ଘଟଣା ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଏଥିରେ ଦେଖିବାକୁ ମିଳିଛି ଯେ ଏକ କୋଠାର କିଛି ଅଂଶ କାର ଉପରେ ପଡ଼ିଯାଇଛି। ଏହା ପରେ ଉକ୍ତ ସ୍ଥାନରେ ଲୋକେ ଧାଁ ଦୌଡ଼ କରି ଏଣେତେଣେ ପଳାଇଛନ୍ତି।

ପ୍ରଶାସନିକ ଅଧିକାରୀ ଓ ପୁଲିସ୍ କର୍ମଚାରୀମାନେ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଆହତମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍‌ପିଟାଲକୁ ନେଇଥିଲେ।

Advertisment
Building Collapses
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe