Advertisment

ଘର ଭୁଶୁଡି ଗୋଟିଏ ପରିବାରର ୫ ଜଣ ମୃତ

ଲକ୍ଷ୍ମୌର ଏକ କଲୋନୀରେ ଥିବା ଏକ ପୂରୁଣା ଘର ଭୁଶୁଡି ପଡିଥିଲା।

ଅଦ୍ୟତନ ହୋଇଛି
House Collapse Image

House Collapse Image

Advertisment

ଏକାସାଙ୍ଗରେ ଚାଲିଗଲେ ଗୋଟିଏ ପରିବାରର ୫ ଜଣ ସଦସ୍ୟ। ଘର ଭୁଶୁଡି ପଡିବାରୁ ଏପରି ଏକ ଦୁଃଖଦ ଘଟଣା ଘଟିଛି। ଉତ୍ତର ପ୍ରଦେଶରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଏହି ଅଘଟଣ।

Advertisment

ସୂଚନା ଅନୁସାରେ, ଲକ୍ଷ୍ମୌର ଏକ କଲୋନୀରେ ଥିବା ଏକ ପୂରୁଣା ଘର ଭୁଶୁଡି ପଡିଥିଲା। ଏଥିରେ ଥିବା ୫ ଜଣଙ୍କର ମୃତ୍ୟୁ ଘଟିଛି। ସମସ୍ତ ମୃତକ ଗୋଟିଏ ପରିବାରର। ଏମାନଙ୍କ ମଧ୍ୟରେ ତିନି ଜଣ ପିଲା ମଧ୍ୟ ଅଛନ୍ତି।

ମୃତକମାନେ ହେଉଛନ୍ତି ସତିଶ ଚନ୍ଦ୍ର(40), ସରୋଜିନୀ ଦେବୀ(35) ଏବଂ ତିନି ଜଣ ନାବାଳକ। ତେବେ କେଉଁ କାରଣରୁ ଘର ଭୁଶୁଡି ପଡିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। 

Advertisment
Houses Collapse UP Houses Collapse
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe